Uncategorized

୨୪ ଘଣ୍ଟାରେ ଦେଶରେ ୧୧୯୨୯ ନୂତନ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ଭାଙ୍ଗି ୧୨ ହଜାର ଛୁଇଁବାକୁ ଯାଉଛି । ୩ ଦିନ ତଳେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ଥିବା ବେଳେ ଆଜି ଏହି ସଂଖ୍ୟା ୧୧୯୨୯ ଛୁଇଁଛି । ଫଳରେ ମୋଟ ଅ।।କ୍ରନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର ୯୨୨ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୧ ମୃତ୍ୟୁ ସଂଖ୍ୟା ମୋଟ ମୃତ୍ୟୁସଂଖ୍ୟା ୯ ହଜାର ଶହେ ୯୫ରେ ପହଞ୍ଚିଛି । ମହାରାଷ୍ଟ. ଦିଲ୍ଲୀ, ଗୁଜୁରାଟ, ତାମିଲନାଡୁରେ ସ୍ଥିତି ଗମ୍ଭୀର ରହିଛି ।

Related posts

ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ

mahabharatanews

ଅଲୀଗଡ ହିଂସା: ଏଏମୟୁର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା

mahabharatanews

ଷ୍ଟେସନରେ ତିଆରି ହେଲା ଏ.ପି.ଜେ.ଅବଦୁଲ କଲାମଙ୍କ ପ୍ରତିମା

mahabharatanews