ଓଡିଶା

ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

(ମହାଭାରତ/ବରଗଡ): ବରଗଡ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କୌଣସି ଲକ୍ଷଣ ନଥାଇ ସେ ଗତକାଲି ପରୀକ୍ଷା କରିଥିଲେ । ଆଜି ତାର ରିପୋର୍ଟ ପଜିଟିଭ ଆସିବା ପରେ ବରଗଡ ଜିଲ୍ଲାପାଳ ତାଙ୍କୁ ଏନେଇ ସୂଚନା ଦେଇଥିବା ସେ ଟ୍ୱିଟ୍ କରି ଜଣାଇଛନ୍ତି । ତେବେ ବର୍ତ୍ତମାନ ସମ୍ବଲପୁର ଓ ବରଗଡ ଜିଲ୍ଲାପାଳ ତଥା ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ ଆଇସୋଲେସନରେ ରହିଛନ୍ତି ଓ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।

Related posts

ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଘୁଁଚିଲା

mahabharatanews

ଦେବଗଡରେ ବୃଦ୍ଧଙ୍କୁ ଦଳିଦେଲା ହାତୀ

mahabharatanews

ଆଜି ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ

mahabharatanews