Uncategorizedଓଡିଶା

ରାଜ୍ୟରୁ ପୁଣି ୨୫୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୫୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୭୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୦୧୫ ରହିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ସୂଚନା ଅନୁଯାୟୀ ଆଜି ୨୯ ଜିଲ୍ଲ।।ରୁ ଏହି ୨୫୮୯ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ୧୦୬୨୪୬୯ କ୍ୟୁମୁଲେଟିଭ ପରୀକ୍ଷା କରାଯାଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୬୭୧୨୨ ରହିଛି । ସେମାନଙ୍କ ମଧ୍ୟରୁ ୪୫୩୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨୧୩୮୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅବଶିଷ୍ଟଙ୍କର ମୃତ୍ୟୁ ହୋଇଛି ।

Related posts

ଠକକୁ ପୋଲିସର ସାହାଯ୍ୟ ଅଭିଯୋଗ, ଗାଡି ଅଟକ ରଖିଲେ ଗ୍ରାମବାସୀ

mahabharatanews

ଆଗାମୀ ଦିନରେ ଦେଶରେ କରୋନା ସ୍ଥିତି ଜଟିଳ ହେବ: ବିଶେଷଜ୍ଞ

mahabharatanews

ଟ୍ରେନ ଲାଇନରେ ଶରୀର ଦୁଇ ଖଣ୍ଡ

mahabharatanews