ଓଡିଶା

ଗତ ୨୪ ଘଣ୍ଟାରେ ୯୬,୪୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୭୪ ମୃତ

(ନୂଆଦିଲ୍ଲୀ): ଦେଶରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୯୬,୪୨୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ କରୋନାରେ ଆଜି ୧୧୭୪ ଜଣ ପ୍ରାଣ ହରାଇଛନ୍ତି । ନୁତନ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୭ କୁ ବୃଦ୍ଧି ପାଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪,୩୭୨ ପହଞ୍ଚିଛି । ଏହାସହ ମୋଟ ଆକ୍ଟିଭ୍ କେସ୍ ୧୦,୧୭,୭୫୨ ରହିଛି ଏବଂ ମୋଟ ୪୧,୨୫,୫୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ରେଳ ଓଭର ବ୍ରିଜ ନିର୍ମାଣ କରିବାକୁ  ବିଧାୟକ ସୁଶାନ୍ତ ରାଉତଙ୍କ ଚିଠି

mahabharatanews

ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ

mahabharatanews

ଜୁଆ ଆଡ୍ଡା ଉପରେ ଚଢାଉ, ୧୩ ଜୁଆଡି ଗିରଫ

mahabharatanews