ଓଡିଶା

ବିଧାୟକଙ୍କ ମା’ଙ୍କୁ କଂଗ୍ରେସ କର୍ମୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

(ରଜନୀକାନ୍ତ ପାତ୍ର/ସାନଖେମୁଣ୍ଡି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ମାତା ଅପସରି ଜେନାଙ୍କ ଦ୍ୱାଦଶ କାର୍ୟ୍ୟକ୍ରମ ହୋଇଯାଇଛି । ଏଥିରେ ଅନେକ ନେତା କର୍ମୀ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ମାତା ଅପସରି ଜେନାଙ୍କ ଫୋଟରେ ରଖି ପୁଷ୍ପ ଦେଇ ତାଙ୍କ ଆତ୍ମା ର ସଦଗତି ପାଇଁ କାମନା କରିଥିଲେ । ତତ୍ ସହିତ ଉସ୍ତା ଜଗନ୍ନାଥପୁର ଗ୍ରାମର କଂଗ୍ରେସ କର୍ମୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କଲେ।

Related posts

ଆଜି ଭୁବନେଶ୍ୱରରୁ ୨ ପଜିଟିଭ ଚିହ୍ନଟ

mahabharatanews

+୨ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ : ୧୦୦ ରୁ ୨୪ ମାର୍କ ରଖିଲେ ହେବେ ପାସ

mahabharatanews

ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ

mahabharatanews