Uncategorized

ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଜନେସ ସ୍କୁଲର ଡିନ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଶିକ୍ଷାବିତ ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଜନେସ ସ୍କୁଲର ନୂତନ ଡିନ୍ । ହାର୍ଭାର୍ଡ ବିଜନେସ ସ୍କୁଲର ୧୧ତମ ଡିନ୍ ଭାବେ ଦତାରଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ଡିନ୍ ନିତିନ ନୋହରିଆଙ୍କ ସ୍ଥାନ ନେବେ। ସେ ଜାନୁଆରୀ ୨ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ହାର୍ଭାର୍ଡ ସୂଚନା ଦେଇଛି।
ହାର୍ଭାର୍ଡ ସ୍କୁଲ ୧୧୨ ବର୍ଷର ଏକ ପ୍ରତିଷ୍ଠିତ ସଂସ୍ଥା । ଶ୍ରୀକାନ୍ତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ)ରୁ ସ୍ନାତକୋତ୍ତର କରି ୧୯୯୬ରେ ହାର୍ଭର୍ଡ ବିଜନେସ ସ୍କୁଲର ପ୍ରଫେସର ଭାବେ କାର୍ଯ୍ୟକରି ଆସୁଥିଲେ । ଏଥିସହ ସେ ହାର୍ଭାର୍ଡ ବିଜନେସ ସ୍କୁଲର ପ୍ରଫେସର ଏବଂ ଆସୋସିଏଟ୍ ଡିନ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ଭାରତ ମଧ୍ୟ ଗୌରାବନ୍ୱିତ ହୋଇଛି ।

 

Related posts

ସୁଲତାନ କାବୁସଙ୍କ ଅନ୍ତିମ କ୍ରୀୟାରେ ନକବୀ

mahabharatanews

ବିହାର: ମୁଖ୍ୟମନ୍ତ୍ରୀ ଆଶାୟୀ ଜେଡିୟୁ ନେତାଙ୍କ ଲଣ୍ଡନ ଫେରନ୍ତା ଝିଅ

mahabharatanews

ନିତିଶଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ରଶଂସା

mahabharatanews