ଅପରାଧ

ଆଇଆଇଏଫଏଲ ଲୁଟ ଘଟଣା: ଲେଡ ଅଫିସର ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ

କଟକ: କଟକ ନୟାସଡକସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା ଆଇଆଇଏଫଏଲରୁ ୧୨ କୋଟି ଟଙ୍କା ଲୁଟ ଘଟଣାରେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ଲୁଟ ଘଟଣାରେ ସଂସ୍ଥାର ଆହୁରି ଅନେକ ଅଧିକାରୀ ସମ୍ପୃକ୍ତ ଅଛନ୍ତି । ତେବେ ସବୁଠାରୁ ବଡ କଥା ଏହି ଲୁଟର ମାଷ୍ଟରମାଇଣ୍ଡ ଥିଲେ ଆଇଆଇଏଫଏଲର ଜଣେ ଲେଡି ଅଫିସର । ଲେଡି ଅଫିସଚୁ ପୁଲିସ ଜେରା କରୁଥିବା ସୂଚନା ମିଳିଛି।
ଆଇଆଇଏଫଏଲରେ ଏକ ଉଚ୍ଚ ପଦରେ ଥିବା ଏହି ଲେଡି ଅଫିସର ଲୁଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟକୁ ଲୁଟର ଯୋଜନା ବୁଝାଇବା ସହ ଲଟର ଭାର ଦେଇଥିଲେ । ଲାଲ ଏଥିରେ ତାର ଭାଇ ଓ ଅନ୍ୟ ଜଣକୁ ସାମିଲ କରିଥିଲା ।

SR

Related posts

ପୁଅ କଲା ମା’କୁ ହତ୍ୟା

mahabharatanews

ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠି ମଧ୍ୟରେ ମରଣାନ୍ତଙ୍କ ଆକ୍ରମଣ

mahabharatanews

ଚାଷ ଜମିରୁ ଶରୀର ଉଦ୍ଧାର ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ

mahabharatanews