ଓଡିଶା

ଆଜି ପୁଣି ନିରାଶ ପାଠକ ବାପା ପୁଅ

ଭୁବନେଶ୍ୱର: ପୁଣି କୋଟିପତି ପାଠକ ବାପା ପୁଅ ନିରାଶ । ଆଜି ମଧ୍ୟ ମିଳିଲାନି ଜାମିନ । ଏସଡିଜେଏକ କୋର୍ଟ ଉଭୟଙ୍କ ଜାମିନ ନାମଞ୍ଜୁର କରିଦେଇଛନ୍ତି । ଫଳରେ ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଭୁବନେଶ୍ବର ସ୍କାଏ କିଙ୍ଗ ଅଫିସର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଦୁହିଁଙ୍କ ଜାମିନ ଖାରଜ ହୋଇଛି ।
ଅନ୍ୟପଟେ, ଅଭୟକାନ୍ତ ପାଠକଙ୍କ କମିଶନରେଟ ପୁଲିସ ରିମାଣ୍ଡ ଶେଷ ହୋଇଛି । କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । କମିଶନରେଟ ପୁଲିସ ଅଭୟକାନ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା । ଏହି ସମୟରେ ସେ ଅନେକ ସତ ଓଗାରିଥିବା ସୂଚନା ରହିଛି । ବାପାଙ୍କ ଟଙ୍କାରେ ପୁଅ ଆକଶଙ୍କ ହୋଟଲେ ଓ ଫ୍ଲାଇଟ ବୁକ୍‌ ହୋଇଥିଲା ।

SR

Related posts

ଜୁଲାଇ ୩ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା 

mahabharatanews

ନିର୍ଦ୍ୱନ୍ଦରେ ଉପ-ବାଚସ୍ପତି ହେଲେ ସାଲୁଗା ପ୍ରଧାନ

mahabharatanews

ଓଡିଶାକୁ ମିଳିଲା ଅଗ୍ରିମ ସହାୟତା ରାଶି

mahabharatanews