Uncategorized

ଚୀନରେ ବ୍ରିଟେନର ନୂଆ ଷ୍ଟ୍ରେନ

ହଂକଂ: ଚାଇନାରେ ପ୍ରବେଶ କରିଛି ବ୍ରିଟେନ ଷ୍ଟ୍ରେନ । ଜଣେ ୨୩ ବର୍ଷୀୟା ମହିଳାଙ୍କଠାରେ ଏହି ଷ୍ଟ୍ରେନ ଚିହ୍ନଟ ହୋଇଛି । ସେହି ମହିଳା ବ୍ରିଟେନରୁ ଫେରିଥିଲେ । ପରେ ସେ ଡିସେମ୍ବର ୧୪ ତାରିଖରେ ଟେଷ୍ଟ କରାଇଥିଲେ। ମହିଳାଙ୍କ ଭିତରେ ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ତାଙ୍କୁ ସଙ୍ଗ ରୋଧରେ ରଖାଯାଇଛି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ଯାଞ୍ଚ ଚାଲିଛି । ଏହି ନୂଆ ଷ୍ଟ୍ରେନକୁ ନେଇ ଚୀନ ଚିନ୍ତାରେ । ଏହି ନୂଆ ଷ୍ଟ୍ରେନକୁ ନେଇ ଲୋକଙ୍କ ମନରେ ଭୟ । ବୈଜ୍ଞାନିକଙ୍କ ମୁତାବକ, ଏହି ନୂଆ ଷ୍ଟ୍ରେନ୍ ମୂଳ ଭାଇରସ୍ ତୁଳନାରେ ୭୦ ପ୍ରତିଶତ ଅଧିକ ସଂକ୍ରମିତ। ତେଣୁ ଏହାକୁ ହାଲୁକା ଭାବେ ନେବା ପାଇଁ ବୈଜ୍ଞାନିକ ଭାବେ ଚେତାବନୀ ଦେଇଛନ୍ତି।

Related posts

ଟ୍ୱିଟରର ନୂଆ ସିଇଓ ହେଲେ ଲିଣ୍ଡା ୟାକାରିନୋ

mahabharatanews

ଚୀନରେ କରୋନାର କାୟା ; କୋଭିଡର ସବୁ ରେକର୍ଡ ଭାଙ୍ଗିପାରେ ଚୀନ୍

mahabharatanews

ମଧ୍ୟପ୍ରଦେଶ- ମହାରାଷ୍ଟ୍ର ସୀମାନ୍ତରେ ପ୍ରବାସୀ ଶ୍ରମିକଙ୍କ ତାଣ୍ଡବ

mahabharatanews