ଓଡିଶା

ହାଇଦର ଏନକାଉଣ୍ଟର: ଜବାବ ତଲବ କଲା ଓଏଚଆରସି

ଭୁବନେଶ୍ୱର: ହାଇଦର ଏନକାଉଣ୍ଟର ମାମଲାରେ ଓଏଚଆରସିଙ୍କ ନୋଟିସ । ଏକାଧିକ ପକ୍ଷଙ୍କୁ ନୋଟିସ । ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମନବାଧିକାର । ବିଭିନ୍ନ ଗଣମାଧ୍ୟମ ରିପୋର୍ଟକୁ ନେଇ ମାମଲ।। ରୁଜୁ କରିଛନ୍ତି ମନବାଧିକାର କମିଶନ । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ । ଗୃହବିଭାଗ ଏସସିଏ, ପୁଲିସ ଡିଜି, ଜେଲ ଡିଜି ତଥା ଟ୍ୱିନସିଟି କମିଶନରେଟ ପୁଲିସଙ୍କୁ ନୋଟିସ କରାଯାଇଛି ।
ପୁଲିସ ଗୁଳିରେ ହାଇଦର ମୃତ୍ୟୁ ମାମଲାରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ଓଡିଶା ମାନବାଧିକାର କମିଶନ ଆଜି ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ ଗୃହବିଭାଗ ଏସସିଏ, ପୁଲିସ ଡିଜି, ଜେଲ ଡିଜି ତଥା ଟ୍ୱିନସିଟି କମିଶନରେଟ ପୁଲିସଙ୍କୁ ଜବାବ ତଲବ କରିଛନ୍ତି ।

Related posts

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି , ସର୍ବସାଧାରଣ ଦର୍ଶନ ବନ୍ଦ

mahabharatanews

ରାଜନୈତିକ ଶତୃତାକୁ ନେଇ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

mahabharatanews

ମଞ୍ଚରେ ଚାଲିଗଲେ ମାଲେସୀୟ ନୃତ୍ୟଗୁରୁ

mahabharatanews