ଓଡିଶା

ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଥମିକ କୃଷି ସମବାୟ ସମିତି

(ସୋନପୁର / ଓମ୍ ପ୍ରକାଶ ମିଶ୍ର) ; ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଥମିକ କୃଷି ସମବାୟ ସମିତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଗାଁ ରେ ଥିବା ବିପଦପୂର୍ଣ୍ଣ ଗୃହରେ ଚାଲିଛି ପ୍ରାଥମିକ କୃଷି ସମବାୟ ସମିତି ଗୋଦାମଗୃହ ସହ କାର୍ୟ୍ୟାଳୟ ।ଏଠାରେ ବର୍ଷା ହେଲେ ପାଣି ଗଳେ । ଯାହା ଫଳରେ ଚାଷୀମାନଙ୍କ ପାଇଁ ଆସିଥିବା ସାର, ବିହନ ଓ ବିଭିନ୍ନ କାଗଜପତ୍ର ଭିଜି ନଷ୍ଟ ହୋଇଯାଏ । ଏବଂ ଅନେକ ସ୍ଥାନରେ କାନ୍ଥ ଫାଟି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏ ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 

Related posts

ଉଦଳା ବିଜେଡି ପକ୍ଷରୁ ମାସ୍କ, ସାବୁନ ବଣ୍ଟନ

mahabharatanews

ପ୍ରତାପ ଷଢଙ୍ଗୀଙ୍କ ବିପକ୍ଷରେ ଲଢିବେ ଲେଖାଶ୍ରୀ 

mahabharatanews

ଆଉ ଏକ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଉଦ୍ଘାଟିତ

mahabharatanews