ଅପରାଧ

୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନ ସୁଗାର ଜବତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଢିଚାଲିଛି ଧଳା ଜହର ବେପାର । ସ୍ଥାନେ ସ୍ଥାନେ ବିଭିନ୍ନ ସମୟରେ ଚଢାଉ ଜାରି ରହିଥିଲେ ମଧ୍ୟ ବେଧଡ଼କ ମାଫିଆ ସେମାନଙ୍କର ବେପାର ଚାଲୁ ରଖିଛନ୍ତି । କିନ୍ତୁ ଏବେ ଏହି ଧଳାଜହର ବେପାରରେ କିଙ୍ଗପିନ ସାଜିଛନ୍ତି ମହିଳା ବ୍ୟବସାୟୀ । ପୁଣି ଜିଲ୍ଲାରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନ ସୁଗାର । ବିଳମ୍ବିତ ରାତିରେ ଏହି ଚଢାଉ କରି ଜଣେ ମହିଳାଙ୍କୁ ଗିରଫ କରିବା ସହ ୫୦୦ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଅଧିକ ହେବ ବୋଲି ଜଣାଯାଇଛି ।

Related posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ଭିଜିଲାନ୍ସ ଜାଲରେ ଓସିସିଏଲ୍ ସିନିୟର ମ୍ୟାନେଜର

mahabharatanews

ଜିଏସଟି ଅଫିସ କର୍ମଚାରୀଙ୍କ ଘରେ ଚଢାଉ

mahabharatanews

ପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା :ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

mahabharatanews