ଅପରାଧଓଡିଶା

ରାଜଧାନୀରେ ସରିଜି ଲୁଟ୍

(ଭୁବନେଶ୍ୱର) ; ପୁଣି ରାଜଧାନୀରେ ମାତିଲେ ଲୁଟେରା । ଏକାଥରକେ ୪ ଟା ଦୋକାନରୁ ଲୁଟ କଲେ ଲୁଟେରା । ଭୁବନେଶ୍ୱର ଖଣ୍ଡଗିରିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛିି । ସୂଚନା ଅନୁଯାୟୀ ଖଣ୍ଡଗିରି ରାସ୍ତାରେ ଥିବା ୪ ଟି ଦୋକାନରେ କଳାକନା ବୁଲାଇଲେ ଲୁଟେରା । ସେ ପୁଣି ଖଣ୍ଡଗିରି ଥାନରୁ ୫୦ ମିଟର ଦୂରରେ ଥିବା ଦୋକାନଗୁଡିକରୁ ଲୁଟ ହୋଇଛି । ଦୋକାନର ସଟର ତାଡି ବିଭିନ୍ନ ଜିନିଷ ଚୋରିକରି ନେଇଗଲେ ଲୁଟେରା । ଯାହା ସିସିଟିଭରେ କଏଦ ହୋଇଛି । ତେବେ ଏହି ସିସିଟିଭି ଫୁଟେଜକୁ ଆଧାରକରି ପୁୁଲିିସ ତଦନ୍ତ ଆରମ୍ଭ କରିଛି ।

Related posts

କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି

mahabharatanews

 ବିଜୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

mahabharatanews

ଘରକୁ ଘର ଯାଇ ପାଠ ପଢାଇଲେ ଶିକ୍ଷକ

mahabharatanews