ଭାରତ

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏକ ମେଡିକାଲ କଲେଜ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଶ୍ରୀନଗରର ବେମିନା ନିକଟସ୍ଥ ଝକଓଗଝ ମେଡିକାଲ କଲେଜରେ ଏହି ଆକ୍ରମଣ କରାଯାଇଛି । ମେଡିକାଲ କଲେଜରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆଖିବୁଜା ଗୁଳି କରିଥିଲେ । ଏହି ଆକ୍ରମଣ ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । କିଛି ଆତଙ୍କୀ କଲେଜ ଭିତରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

Related posts

ଅଚାନକ ଜଳିଗଲା ବସ, ୮ ଜୀବନ୍ତ ଦଗ୍ଧ

mahabharatanews

ଚନ୍ଦ୍ରଯାନ-୩; ବଦଳିଲା ରୋଭରର ପଥ

mahabharatanews

ଚନ୍ଦ୍ରଯାନ-୩ ମିସନ: ଚନ୍ଦ୍ର କକ୍ଷପଥରେ କଲା ଏଣ୍ଟ୍ରି

mahabharatanews