ଭାରତ

ଚନ୍ଦ୍ରଯାନ-୩ ମିସନ: ଚନ୍ଦ୍ର କକ୍ଷପଥରେ କଲା ଏଣ୍ଟ୍ରି

(ଦିଲ୍ଲୀ) : ବହୁ ପ୍ରତିଲକ୍ଷର ଅନ୍ତ ଘଟି ଶେଷରେ ଭାରତ ଚନ୍ଦ୍ରଯାନ-୩ ଲଞ୍ଚ କରିଛି । ଭାରତର ଚନ୍ଦ୍ରଯାନ-୩ ମିସନ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଏହା ସହିତ ଏହି ମହାକାଶ ଯାନ ସମସ୍ତ ଅଙ୍ଗ ସ୍ବାଭାବିକଭାବେ କାମ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଘୋଷଣା କରିଛି ।

ସୂଚନାନୁଯାୟୀ , ଉତକ୍ଷେପଣର ପ୍ରାୟ ୩୦ ମିନିଟ ପରେ ଇସ୍ରୋ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ମିସନ ସଫଳ ହୋଇଛି । ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ସାମିଲ ହୋଇଛି ଓ ନିର୍ଭୁଲଭାବେ ଉକ୍ତ କକ୍ଷପଥରେ ହିଁ ଗତି କରୁଛି । ଇସ୍ରୋ ପକ୍ଷରୁ ଶୁକ୍ରବାର ଅପରାହ୍ଣ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

Related posts

ପଦ୍ମ ଧରିଲେ ହେମନ୍ତି ସୋରେନଙ୍କ ବୋହୂ

mahabharatanews

 ଚୀନ୍‌ରେ ବଢୁଛି ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା

mahabharatanews

କୋର୍ଟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ

mahabharatanews