ଭାରତମନୋରଞ୍ଜନ

ହଟ ଲୁକରେ ଭାଇରଲ ହେଲେ ପଲକ ତିୱାରୀ

(ମୁମ୍ବାଇ) : ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ ସବୁବେଳେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଦର୍ଶକ ତାଙ୍କ ଫଟୋ ଏବଂ ଭିଡିଓକୁ ବେଶ ପସନ୍ଦ କରିଥାନ୍ତି ।

ପଲକ ତିୱାରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

palaktiwarii on Instagram: Any excuse to play this song and I’m in 🤪 @harrdysandhu @jaani777 @arvindrkhaira @avadhnagpal Wearing @ruup_chikanwear

ଭିଡିଓରେ ନଜର ଆସୁଛି କି ପଲକ ରେଡ୍ ସୁଟରେ ସୁନ୍ଦର ଲାଗୁଛନ୍ତି । ସମସ୍ତେ ତାଙ୍କ ଦେଶୀ ଲୁକ୍ସର ଫ୍ୟାନ୍ସ ହୋଇଯାଇଛନ୍ତି ଏବଂ କମେଣ୍ଟ ସେକ୍ସନରେ ତାଙ୍କୁ ପ୍ରଂଶସା କରୁଛନ୍ତି ।

ଭିଡିଓରେ ପଲକ ମସ୍ତି କରୁଥିବା ନଜର ଆସୁଛନ୍ତି । କେତେବେଳେ ସେ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କ ହୃଦୟ ଜିତୁଛନ୍ତି ତ ଆଉ କେତେବେଳେ ସେ ଫୁଲରେ ଖେଳୁଛନ୍ତି । ତାଙ୍କର ଏହି ଭିଡିଓ ଇଣ୍ଟରନେଟରେ ସମସ୍ତଙ୍କୁ ପସନ୍ଦ ଆସିଛି ।

Related posts

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

mahabharatanews

ଯୋଗୀଙ୍କୁ ଭେଟିଲେ ଅପର୍ଣ୍ଣା ଯାଦବ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୮୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews