ଓଡିଶାଭାରତରାଜନୀତି

ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ

ନୁଆଦିଲ୍ଲୀ : ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ । ଜୁନ ୧୦ରେ ଅନୁଷ୍ଠିତ ହେବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ମେ ୨୪ରେ ପ୍ରକାଶ ପାଇବ ବିଧିବଧ ବିଜ୍ଞପ୍ତି । ଓଡିଶରେ ୩ଟି ଆସନପାଇଁ ଜୁନ ୧୦ରେ ହେବ ନିର୍ବାଚନ । ଏବଂ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମେ ୩୧ । ଜୁନ ୧ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୩ ଜୁନରେ ପ୍ରାର୍ଥିପତ୍ର ପ୍ରଥ୍ୟାହାର ହେବ । ଏହା ସହ ଜୁନ ୧୦ରେ ୯ଟାରୁ ୪ଟା ପର୍ଯ୍ୟନ୍ତ ହେବ ଭୋଟିଂ । ଆଉ ଜୁନ ୩୧ ସୁଧା ସରିବ ନିର୍ବାଚନ ପ୍ରକ୍ରିୟା । ଏପଟେ ଜୁନ ୧ରେ ସରିବ ଓଡ଼ିଶାର ଏନ ଭାସ୍କର ରାଓ, ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ୟ୍ୟଙ୍କର କାର୍ୟ୍ୟକାଳ । ଦେଶର ୧୫ଟି ରାଜ୍ୟର ୫୭ଟି ଆସନରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ ।

Related posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୧୪ଦିନ   

mahabharatanews

ଫେରାର ହେବା ପରେ ଥାଇଲ୍ୟାଣ୍ଡରେ ଅଟକ ରହିଲେ ଲୁଥ୍ରା ବ୍ରଦର୍ସ

mahabharatanews

ବାଲୁକାକଳାରେ ହାଣ୍ଡିଶାଳର ପିଆଜ ସ୍ଥିତିକୁ ଦର୍ଶାଇଲେ ସୁଦର୍ଶନ

mahabharatanews