ଭାରତ

ନିର୍ବାଚନ ପୂର୍ବରୁ ପାର-ତାପି-ନର୍ମଦା ପ୍ରକଳ୍ପ ବନ୍ଦ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ମାସ ରହିଥିବା ବେଳେ ବିଜେପି ନିର୍ବାଚନୀ ଥୋପ ପକାଇଛି । ପାର-ତାପି-ନର୍ମଦା ଲିଙ୍କ ପ୍ରକଳ୍ପକୁ ନେଇ ଆଦିବାସୀ ସଂପ୍ରଦାୟ ବିଗତ ବହୁତ ଦିନ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ । ତେବେ ଏହି ପ୍ରକଳ୍ପ ରବ୍ଦ କରାଗଲା ବୋଲି ଶନିବାର ସୁରଟରେ ଆୟୋଜିତ ଏକ ସଭାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ଘୋଷଣା କରିଛନ୍ତି । ତେଣୁ ଆଦିବାସୀମାନଙ୍କୁ ସନ୍ତୁଷ୍ଟ କରି ଆଗାମୀ ନିର୍ବାଚନରେ ଭୋଟ ବ୍ୟାଙ୍କ ସୁଦୃଢ଼ କରିବା ପାଇଁ ରାଜ୍ୟ ବିଜେପି ସରକାର ଏପରି ଚାଲ କରିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।

Related posts

ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ

mahabharatanews

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

mahabharatanews

ଇସ୍ରାଏଲର ଡ୍ରୋନ ଆକ୍ରମଣରେ ୮ ମୃତ

mahabharatanews