ଓଡିଶାଭାରତ

ବୁଷ୍ଟର ଡୋଜ ଭାବେ କୋର୍ବେଭାକ୍ସର ବ୍ୟବହାର: ମଞ୍ଜୁରୀ ଦେଲେ ଡିସିଜିଆଇ

ଦିଲ୍ଲୀ : କୋଭିଡ -୧୯ର ବୁଷ୍ଟର ଡୋଜ ଭାବେ ବାୟୋଲୋଜିକାଲ ଇ-ଲିମିଟେଡର କରୋନା ଟିକା କୋର୍ବେଭାକ୍ସର ବ୍ୟବହାର ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରବାକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୋଭିସିଲ୍ଡ କିମ୍ବା କୋଭାକ୍ସିନର ଉଭୟ ଖୋରାକ ନେଇ ସାରିଥିବା ୧୮ ବର୍ଷରୁ ଅଧିକ ବୟସ୍କ ଲୋକ କୋର୍ବେଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିପାରିବେ । ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ ଓ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ବାୟୋଲୋଜିକାଲ ଇ-ଲିମିଟେଡ ତରଫରୁ କୁହାଯାଇଛି କି କରୋନା ଭ୍ୟାକ୍ସିନ କୋର୍ବେଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ଡ୍ରଗ୍ସ କଣ୍ଟ୍ରୋଲ ଜେନରାଲ ଅଫ୍ ଇଣ୍ଡିଆ ତରଫରୁ ମଞ୍ଜୁରୀ ମିଳିଛି ।

Related posts

୧୧ ବର୍ଷ ପରେ ମଧ୍ୟ ପାତାଳି କ୍ଷେତ୍ରର ବିକାଶ ହୋଇପାରୁ ନାହିଁ

mahabharatanews

୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

mahabharatanews

ମନୋରମା ମହାପାତ୍ରଙ୍କ ପରଲୋକ

mahabharatanews