ଓଡିଶାଶିକ୍ଷା

ପ୍ରକାଶ ପାଇଲା ଓସିଏସ ମେନ ଲିଖିତ ପରୀକ୍ଷା ଫଳ

ମୌଖିକ ପରୀକ୍ଷା ଲାଗି ୭୮୫ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ

କଟକ: ଓଡି଼ଶା ସିର୍ଭିଲ ସର୍ଭିସ ପରୀକ୍ଷା ଫଳ (ଓସିଏସ)ର ମେନ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୌଖିକ ପରୀକ୍ଷା ଲାଗି ୭୮୫ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୮୭ ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି। ସେପ୍ଟେମ୍ବର ୧୯ ତାରିଖରେ ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀମାନେ ଡକ୍ୟୁମେଣ୍ଟ ଭେରିଫିକେସନ ସହ ମୌଖିକ ପରୀକ୍ଷାରେ ସାମିଲ ହେବେ। ପରୀକ୍ଷାର୍ଥୀମାନେ ଅଧିକ ସୂଚନା ଲାଗି ୱ୍ୱେବସାଇଟ ଦେଖିବାକୁ ପରାମର୍ଶ ଦିଆଯାଇଛି।

Related posts

ହଟସ୍ପଟରୁ ଆସୁଥିବା ଲୋକ ଭୁବନେଶ୍ୱର ପାଇଁ ଚିନ୍ତାର କାରଣ ହୋଇଛନ୍ତି: ବିଏମସି

mahabharatanews

ଟ୍ରକ୍କୁ ଧକ୍କା ଦେଲା ବସ୍, ୭ ଗୁରୁତର ଆହତ

mahabharatanews

ବାହାନଗା ହାଇସ୍କୁଲ ହେବ ମଡ଼େଲ ସ୍କୁଲ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

mahabharatanews