ଓଡିଶା

ମନେପଡନ୍ତି ଉତ୍କଳମଣୀ

ଗୋପ/ ଜୟନ୍ତ ସେଠୀ :ଗୋପବନ୍ଧୁଙ୍କ ଜିଲ୍ଲାସ୍ତରୀୟ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ସତ୍ୟବାଦୀ ସୁଆଣ୍ଡୋ ସ୍ଥିତ ଜନ୍ମ ମାଟିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗୋପବନ୍ଧୁ ଙ୍କ ତ୍ୟାଗ କୁ ମନେ ପକାଇଛନ୍ତି ବିଭିନ୍ନ ବର୍ଗର ଲୋକେ । ଏହି କାର୍ୟ୍ୟକ୍ରମ ରେ ଅନେକ ସମାଜସେବୀ , ବୁଦ୍ଧିଜୀବୀ , ଛାତ୍ରଛାତ୍ରୀ ଓ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ସାମିଲ ହୋଇଥିଲେ ।ଗୋପବନ୍ଧୁଙ୍କ ତ୍ୟା୍ଗ ଓ ବଳିଦାନ ତାଙ୍କର ନିଷ୍ଠା ଓ ସେବା ନିମନ୍ତେ ଉତ୍କଳମଣି ଉତ୍କଳବାସୀଙ୍କ ପାଇଁ ସ୍ମରଣୀୟ ରହିବେ ବୋଲି ମତବ୍ୟକ୍ତ କରିଛନ୍ତି ପରିବାର ଓ ବୁଦ୍ଧିଜୀବୀ।

Related posts

ଛାତ୍ର ସଂଘ ନିର୍ବାଚନର ଶାନ୍ତିପୂର୍ଣ୍ଣ ପରିଚାଳନା ସୁନିଶ୍ଚିତ କରିବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଲେ ଡିଜିପି

mahabharatanews

କର୍ଣ୍ଣାଟକରୁ ଖସି ଆସିଲେ ୪୨ ନିର୍ଯାତିତ ଶ୍ରମିକ

mahabharatanews

ସମସ୍ତ ମଣ୍ଡପରେ ଚାଲିଛି ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଦଶହରା ପୂଜା

mahabharatanews