ଓଡିଶା

ଅକ୍ଟୋବର ୨୮ରେ ପାରାଦୀପ ଟ୍ରଷ୍ଟ ନିର୍ବାଚନ

ପାରାଦୀପ /ପ୍ରଶାନ୍ତ ସ୍ୱାଇଁ :ପାରାଦୀପ ବନ୍ଦର ଲେବର ଟ୍ରଷ୍ଟ ନିର୍ବାଚନ ପାଇଁ ଆଜି ଶେଷ ଦିନ ରେ ଚାଲିଛି ନାମାଙ୍କନ ପତ୍ର ଦାଖଲ ଜ୍ଝ ଆସନ୍ତା ୨୮ ତାରିଖ ରେ ଏହି ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିନିମନ୍ତେ ମୋଟ ୩୯୧ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ .  ପ୍ରତ୍ୟେକ ଦିନ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷ୍ରୁ ପ୍ରାର୍ଥୀ ଦିଆଯାଇ ପଟୁଆର ରେ ଆସି ନୂଆବଜାର ଶ୍ରମ କାର୍ଯ୍ୟାଳୟରେ ପ୍ରାର୍ଥୀ ମାନେ ନିଜନିଜ ସମର୍ଥକ ମାନଙ୍କୁ ଧରି ନାମାଙ୍କନପତ୍ର ଦାଖଲ କରୁଛନ୍ତି .  ଆଜି ଶେଷ ଦିନରେ ପୂର୍ବତନ ଟ୍ରଷ୍ଟ ପରେଶ ମୁର୍ମୁ ମଧ୍ୟ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି .

Related posts

ଶ୍ରୀସେତୁ କାର୍ଯ୍ୟର କଲେ ସମୀକ୍ଷା; ପୁରୀ ଗସ୍ତରେ ୫ଟି ସଚିବ

mahabharatanews

ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

mahabharatanews

ଲକ ଡାଉନରେ ମତ୍ସଜୀବୀ ପ୍ରଭାବିତ: ଭୋକ ଉପାସରେ କାଟୁଛନ୍ତି ଦିନ

mahabharatanews