ଓଡିଶା

ତୁରେକେଲାରୁ ୮ ଶିଶୁ ଶ୍ରମିକ ଉଦ୍ଧାର

ବ୍ୟୁରୋ:୨୪ ଜଣ ଶ୍ରମିକକୁ ଉଦ୍ଧାର କଲା ବଲାଙ୍ଗୀର ପୋଲିସ । ବଲାଙ୍ଗୀର ଜିଲ୍ଲା ତୁରେକେଲା ରେଳ ଷ୍ଟେସନରୁ ଏହି ଶ୍ରମିକକୁ ଉଦ୍ଧାର କରାଯାଇଛି । ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲଣ ହେଉଥିବା ଅଭିଯୋଗ ପାଇ ପୋଲିସ ଏହା ଉପରେ କଡା ନଜର ରଖିଥିଲା । ଚିନ୍ତାର ବିଷୟ ହେଉଛି ଏଥିମଧ୍ୟରୁ ୮ ଜଣ ଶିଶୁ ଅର୍ଥାତ ନାବାଳକ । ତେବେ ସମସ୍ତ ଶ୍ରମିକ ବେଲପଡା,ଲାଠୋର,ଖରିଆର,କୋମନା ଓ ତୁରକେଲା ଅଚଂଳର ବୋଲି ଜଣାପଡିଛି ।

Related posts

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଲେ ଶିକ୍ଷକ ଶିକ୍ଷୟତ୍ରୀ

mahabharatanews

ସହିଦଙ୍କ ଜନ୍ମସ୍ଥାନର ପବିତ୍ର ମାଟି ସଂଗ୍ରହ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

mahabharatanews

ଅଚ୍ୟୁତ ସାମନ୍ତ: ସାରା ରାଜ୍ୟ ଯାହାଙ୍କ କର୍ମକ୍ଷେତ୍ର

mahabharatanews