ଓଡିଶା

ଡିହୋଡଲ ଛକରେ ଟ୍ରଲର ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

ପରଜଙ୍ଗ / ସୁଜିତ୍ ଦଳବେହେରା: ପାରାଦୀପ ରୁ ଅନୁଗୁଳ ଜିଲ୍ଲା ତାଳଚେର ଏଫ୍ ସି ଆଇ କୁ ଯାଉଥିବା ଟ୍ରଲର ଗାଡ଼ିକୁ ପରଜଙ୍ଗ ଡିହୋଡ଼ଲ ଛକ ନିକଟରେ ଅଟକ ରଖିଛନ୍ତି ଗ୍ରାମବାସୀ। ଗତ ରାତିରେ ଜେସିବି ମେସିନ ସାହାଯ୍ୟରେ ରାସ୍ତା ମରାମତି କରୁଥିବା ସମୟରେ ପାଇପ ଲାଇନ ଭାଙ୍ଗିଥିବ। ଓ ଏଲେଟ୍ରି ଲାଇନ ଖୁଣ୍ଟରୁ ତାର କାଟି ଥିବାରୁ ଟ୍ରେଲର ଗାଡ଼ିକୁ ଅଟକ ରଖିଛନ୍ତି ଗ୍ରାମବାସୀ। ଏହା କ୍ଷତି ପୂରଣ ନଦେବା ପର୍ଯ୍ୟନ୍ତ ଗାଡ଼ି ଗୁଡ଼ିକୁ ଅଟକ ରଖା ଯିବ ବୋଲି ସୂଚନା ମିଳିଛି।

Related posts

ଆଜି ଓଡ଼ିଶା ଆସୁଛନ୍ତି ରାମାୟଣର ରାମ

mahabharatanews

କାର୍ଯ୍ୟରେ ଅବହେଳା: ଦୁଇ ବନ କର୍ମଚାରୀ ନିଲମ୍ବିତ

mahabharatanews

ରାଜ୍ୟରେ ଗତ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣଙ୍କ ମୃତ୍ୟୁ

mahabharatanews