ଓଡିଶା

ସାଇଁପଡା ଉର୍ଦ୍ଦୁ ସ୍କୁଲରୁ ଲୁଟ୍

ସାଲେପୁର/ ତାରାକାନ୍ତ :କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ସାଇଁପଡା ଉର୍ଦ୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଗତକାଲି ବିଳମ୍ବିତ ରାତିରେ ବ୍ୟାପକ ଲୁଟ୍ ହୋଇଛି । ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସ୍କୁଲତାଲା ଭାଙ୍ଗି ଗ୍ୟାସଟାଙ୍କି, ଚୁଲା, ଗ୍ରାଇଣ୍ଡର, ପାଣି ମଟର, ସ୍କୁଲ କାଗଜ ପତ୍ର, ଅଣ୍ଡା ଟ୍ରେ ନେଇ ଯାଇଥିବା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଁଚି ତଦନ୍ତ ଚଳାଇଛି .

Related posts

କଲବଲ କରୁଛି ଶୀତ , ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି

mahabharatanews

ଭାଇରଲ ହେଲା ନବୀନ ଏବଂ ଫାଇଭ ଟିଙ୍କ ଭିଡିଓ  

mahabharatanews

କରୋନାକୁ ହରାଇ କାର୍ଯ୍ୟରେ ଯୋଗ ଦେଲେ ୨ କରୋନା ଯୋଦ୍ଧା

mahabharatanews