ଓଡିଶା

ଆସନ୍ତାକାଲିଠୁ ଚିଲିକାରେ ହେବ ପକ୍ଷୀ ଗଣନା ; ୨୧ ଟି ଟିମ୍ ପକ୍ଷୀ ଗଣନା କରିବେ

ଖୋର୍ଦ୍ଧା: ଆସନ୍ତାକାଲିଠୁ ଚିଲିକାରେ ହେବ ପକ୍ଷୀ ଗଣନା । ମୋଟ ୨୧ ଟି ଟିମ୍ ପକ୍ଷୀ ଗଣନା କରିବେ । ପ୍ରତି ଟିମରେ ୭ ଜଣ ସଦସ୍ୟ ରହିବେ । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା । ବାଇନା କୁଲର, କମ୍ପାସ ଓ ଜିପିଏସ ମାଧ୍ୟ୍ୟମରେ ପକ୍ଷୀ ଗଣନା କରାଯିବ । ଗଣନା କାର୍ଯ୍ୟରେ ସାମିଲ ହେବେ ଓୟିଏଟି ଛାତ୍ର, ପକ୍ଷୀ ବିଷାରଦ ଓ ବନ୍ୟ ପ୍ରାଣୀ କର୍ମଚାରୀ । ଏ ନେଇ ଆଜି ବଡକୂଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

 

Related posts

ଜରଡାରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗୀତା

mahabharatanews

ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ 

mahabharatanews

 ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏବଂ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ 

mahabharatanews