ଓଡିଶା

ହାଜତ ମୃତିୟୁ ପାଇ ପୋଲିସ ଓ ସି ଅର୍ ପି ଏଫ୍ ଦେବେ ୧୦ ଲକ୍ଷ୍ୟ କ୍ଷତିପୂରଣ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ୧୩ ବର୍ଷ ପୂର୍ବେ ହୋଇଥିବା ହାଜତ ମୃତୀୟୁ ମାମଲାରେ ହାଇ କୋର୍ଟର ଶୁଣାଣି। ମୃତକଙ୍କ ପରିବାରକୁ ୧୦ ଲକ୍ଷ୍ୟ ତାଙ୍କ ଜୋରିମାନା ଦବା ପାଇଁ ଓଡ଼ିଶା ପୋଲିସ୍ ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସି ଅର୍ ପି ଏଫ୍) ନିର୍ଦ୍ଦେଶ କଲେ ଓଡିଶା ହାଇ କୋର୍ଟ।
ଚିଫ ଜଷ୍ଟିସ ଏସ ମୂରଲୀଧର ଏବଂ ଜଷ୍ଟିସ ମୁରହରି ଶ୍ରୀ ରମନ୍ ଙ୍କ ଦ୍ଵାରା ଦୀୟ ଯାଇଥିବା ରାୟ ଅନୁଯାୟୀ ୮ ସପ୍ତାହ ବିତରେ ଉଭୟ ଓଡ଼ଶା ପୋଲିସ ଓ ସି ଅର୍ ପି ଏଫ୍ ୫ ଲକ୍ଷ୍ୟ ଲେଖାଏ ମୃତକ ପିଡେରା କଡିଆସ୍କା ଙ୍କ ବିଧବା ପତ୍ନୀଙ୍କୁ ଦେବା।

ସୂଚନା ଅନୁଯାୟୀ ୩ ଜୁନ ୨୦୧୦ ରେ ମାଓବାଦୀ ସନ୍ଦେହରେ କଡିଆସ୍କା ଉଠାଇ ନେଇଥିଲେ ଉଭୟ ସି ଅର୍ ପି ଏଫ୍ ଓ ଓଡ଼ିଶା ପୋଲିସ। ତାଙ୍କୁ ରାୟଗଡ଼ା ଜିଲ୍ଲାର ଚନ୍ଦର୍ପୂର୍ ଥାନା କୁ ନେଇ ଥାର୍ଡ ଡିଗ୍ରୀ ଦିଆଯାଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Related posts

ପ୍ରସୂତୀ ମହିଳାଙ୍କ ପାଇଁ ଲକଡାଉନ ହେଲା କାଳ

mahabharatanews

ପୌର ନିର୍ବାଚନ ସଜବାଜ: ସମୁଦାୟ ୧୭୩୭ ୱାର୍ଡରେ ହେବ ନିର୍ବାଚନ, କାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର

mahabharatanews

ବାତ୍ୟା ଅସାନି ପ୍ରଭାବରେ ୧୦ ତାରିଖ ରୁ ୧୨ ତାରିଖ ଯାଏ ବର୍ଷା ସମ୍ଭାବନା

mahabharatanews