ଓଡିଶା

ଓଡ଼ିଶାର ଦୁଇ ଆଇପିଏସଙ୍କୁ ମିଳିଲା ବଡ଼ ଦାୟିତ୍ଵ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗ ଦ୍ଵାରା ଏକ “ହାର୍ଡକୋର” ଟିମ ଗଠନ କରାଯାଇଛି। ଏହି ଟିମରେ ୧୦ ଜଣ ଆଇପିଏସ ଅଫିସର ସ୍ଥାନ ପାଇଛନ୍ତି। ଟିମରେ ଓଡ଼ିଶାର ୨ ଆଇପିଏସ ଅଫିସର ସ୍ଥାନ ପାଇଛନ୍ତି। ସେମାନେ ହେଲା ୨୦୧୦ ବ୍ୟାଚର ଆଇପିଏସ ପାରୁଲ୍ ଗୁପ୍ତା ଓ ଆଇପିଏସ ଆଶିଶ କୁମାର ସିଂହ। ଉଭୟ ବର୍ତମାନ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗରରେ ଆସିଷ୍ଟାଣ୍ଟ ଡାଇରେକ୍ଟ ଭାବେ କାର୍ଯ୍ୟ କରୁଛନ୍ତି।

Related posts

ସ୍ୱାଧୀନତା ପରେ ମଧ୍ୟ ପହରିଆ ସମ୍ପ୍ରଦାୟଙ୍କୁ ମିଳିନି ଜନଜାତି ମାନ୍ୟତା

mahabharatanews

ଶ୍ମଶନକୁ ନେଇ ପୁଲିସ ଜନତା ମୁହାଁମୁହିଁ

mahabharatanews

ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

mahabharatanews