ପାଟଣାଗଡ଼/ ଜଗନ୍ନାଥ ଧରୁଆ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ଜୟ ଭୀମ୍ ଆମ୍ବେଦକର ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ରାମପୁର ଠାରୁ ବାହାରି ଥିଲେ । ସେଥିରେ ପାଟଣାଗଡ଼ ଗଡ଼ଭିତର ରୁ ଅନେକ ଲୋକ ବାହାରି ରମେଇ ହାଇସ୍କୁଲ ପଡିଆରେ ପଞ୍ଚିଲେ । ଏହି ଶେଭା ଯାତ୍ରାରେ ୫/୬ ହଜାର ମହିଳା ପୁରୁଷ ଏଥିଲେ ସାମିଲ ହୋଇ ଥିଲେ । ଗରିବ ଦଳିତ ନିଷ୍ପେସିତ ଅବହେଳିତ ବହୁଜନ ସମାଜ ର ମୁକ୍ତିଦାତା ମହାମାନବ ବାବା ସାହେବ ଡକ୍ଟର ଭୀମ ରାଓ ଙ୍କର ୧୩୨ତମ ଜନମ ଜୟନ୍ତୀ ପାଟଣାଗଡ଼ ସହରରେ ରାମପୁର ଠାରୁ ବାହାରି ରମେଇ ହାଇସ୍କୁଲ ପର୍ୟ୍ୟନ୍ତ ଗୋଟେ ବିରାଟ୍ ଶୋଭା ଯାତ୍ରା ମଧ୍ୟ ପାଟଣାଗଡ଼ ସହରରେ ହୋଇ ଥିଲା । ଏହି ରଲି ରେ ବହୁ ସଂଖ୍ୟକ ଜନ ସାଧରଣ ଯୋଗଦେଇ ଆମ୍ବେଦକରଙ୍କୁ ଶଦ୍ଧାଞ୍ଜଳି ଜଣାଇଥିଲେ ।
previous post
