ଓଡିଶା

ଚିନ୍ମୟୀ ମୃତ୍ୟୁ ମାମଲାରେ ଖୋଲିବ ରହସ୍ୟ, ଆସିଲା ଭିସେରା ରିପୋର୍ଟ

ସମ୍ବଲପୁର: ଚିନ୍ମୟୀ ମୃତ୍ୟୁ ମାମଲାରେ ଖୋଲିବ କି ରହସ୍ୟ । ଆସିଲା ଭିସେରା ରିପୋର୍ଟ । ଏବେ ଭିସେରା ରିପୋର୍ଟ ଟି ପୋଲିସର ହସ୍ତଗତ ହୋଇଛି । ଏହି ରିପୋର୍ଟ ଚିନ୍ମୟୀଙ୍କ ମୃତ୍ୟୁର ରହସ୍ୟ ଖୋଲିବା ନେଇ କୁହାଯାଉଛି । ଗତ ଫେବ୍ରୁଆରୀ ୨୮ ତାରିଖରେ ରହସ୍ୟମୟ ଢ଼ଙ୍ଗରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିଲା । ପୁରୁଷବନ୍ଧୁ ଏହି ମୃତ୍ୟୁ ପାଇଁ ଦାୟୀ ବୋଲି ପରିବାର ଲୋକଙ୍କ ଅଭିଯୋଗ କରୁଥିବା ବେଳେ ପୋଲିସ ଘଟଣାକୁ ଗୁରୁତ୍ୱରସହ ନେଇ ଆରମ୍ଭ କରିଥିଲା ତଦନ୍ତ । ଏହାରି ଭିତରେ ପୁରୁଷ ବନ୍ଧୁ ପ୍ରୀତୀମାନର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାସରିଛି । ଭିସେରା ରିପୋର୍ଟ କୁ ନେଇ ଏବେ ତଦନ୍ତ ଚଳାଇଚି ପୋଲିସ ।

Related posts

 ‘ଲକ୍ଷ୍ମୀ’ଯୋଜନାକୁ ବିରୋଧ ;  କୋରାପୁଟ ଓ ମାଲକାନଗିରିରେ ବସ ଚଳାଚଳ ବନ୍ଦ

mahabharatanews

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ 

mahabharatanews

 ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ 

mahabharatanews