ଅପରାଧଓଡିଶା

ଲାଞ୍ଚ ନେଇ ଧରାପଡିଲେ କ୍ଲର୍କ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର (ବିଇଓ) ବ୍ଲକ ଏଯୁକେସନ ଅଫିସରଙ୍କ ଆସିଷ୍ଟାଣ୍ଡ ତଥା ଜୁନିୟର କ୍ଲର୍କ ଶ୍ରୀ ମାନସ ଧଳ ଲାଞ୍ଚ ନୋଇ ଧରା ପଡିଛନ୍ତି । ଜଣେ ଶିକ୍ଷକଙ୍କ ଦରମା ବର୍ଷେ ହେବ ଦରମା ଅଟକି ଥିଲା । ତେଣୁ ସେ ବିଇଓ ଅଫିସରେ ତାଙ୍କର ଦରମା ପାସ କରିବାକୁ କହିବାରୁ ମାନସ ଧଳ ତାଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ନେଇଛି । ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇ ୧୦ ହଜାର ଟଙ୍କା ମଧ୍ୟ ଜବତ କରିଛି । ସୂଚନା ମୁତାବକ ମାନସକୁ ଭିଜିଲାନ୍ସ ପୋଲିସ ଅଟକ ରଖିଛି । ମାନସଙ୍କ ଅନ୍ୟ ଦୁଇଟି ସ୍ଥାନରେ ଖେଲତାଡ କରୁଛ ପୋଲିସ ।

Related posts

କଳାଜାଇ କରିପାରେ ସଫଳ, ଆଣିପାରେ ବିପର୍ଯ୍ୟୟ ; ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୁଏ ଜାଣନ୍ତୁ

mahabharatanews

ଅଚାନକ ନିଖୋଜ ସ୍ତ୍ରୀ , ସ୍ୱାମୀ ଥାନାର ଦ୍ୱାରସ୍ଥ

mahabharatanews

‘କୋଣାର୍କ ଓଡ଼ିଶା ପରିବାର’ର ବନ୍ଧୁମିଳନ କାର୍ଯ୍ୟକ୍ରମ

mahabharatanews