ମନୋରଞ୍ଜନ

ଦ୍ରିଶାଙ୍କ ହାତ ଧରିବେ ଅଭିନେତା କରଣ  

ମୁମ୍ବାଇ) : ହାତକୁ ଦି ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ। ତେବେ ଆସନ୍ତା ମାସ ଅର୍ଥାତ କରନ ଜୁନ୍ ୧୮ରେ ବିବାହ କରିବେ ବୋଲି ତାରିଖ ଧାର୍ଯ୍ୟ ହୋଇଛି । ଶୁଣିବାକୁ ମିଳୁଛି ଅଭିନେତା ଜୁନ୍ ୧୮ରେ ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିବେ।

ସୂଚନାନୁଯାୟୀ , କରନ ଦେଓଲ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ସହିତ ଫିଲ୍ମ ‘ଭେଲେ’ରେ ଅଭିନୟ କରିଥିଲେ।  ଉଭୟ ୬ବର୍ଷ ହେଲାଣି ପ୍ରେମ ସମ୍ପର୍କରେ ଥିବା ବେଳେ ଏବେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଦୁବାଇରେ ଭାଲେଣ୍ଟାଇନ୍ ଡେ ପାଳନ କରିବା ପରେ ଏହି ପ୍ରେମୀଯୁଗଳ ଫେବୃଆରୀ  ୧୮ରେ ନିର୍ବନ୍ଧ କରିଥିଲେ।

 

 

Related posts

ସଚିନ -ଝିଅଙ୍କ ଡିପ୍‌ଫେକ୍: ତତ୍ପରତା ପ୍ରକାଶ କରିଛି ମୁମ୍ବାଇ ପୁଲିସ୍‌ 

mahabharatanews

ଦୁର୍ଘଟଣାର ଶିକାର ହେଲେ କିଙ୍ଗ୍‌ ଖାନ୍

mahabharatanews

‘ତାରେକ ମେହେତା କା ଉଲଟା ଚଷମା’ ର ପ୍ରଯୋଜକଙ୍କ ନାମରେ ସଙ୍ଗୀନ ଅଭିଯୋଗ

mahabharatanews