ଭାରତ

ଗତ ୨୪ ଘଣ୍ଟାରେ ଦେଶରୁ ୬୫୩ କରୋନା ସଂକ୍ରମିତ ଚିହ୍ନଟ 

(ଦିଲ୍ଲୀ) : ଗତ କିଛି ଦିନ ଧରି କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୬୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଦୈନିକ କରୋନା ମାମଲା ବର୍ତ୍ତମାନ 1 ହଜାର ତଳେ ରହିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।

ସୂଚନାନୁସାରେ, ଏଥି ସହିତ ୨୧୦୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା ୧୩୦୩୭ ରେ ପହଞ୍ଚିଛି । ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ୪୪ 9୮୨  ହଜାର 131 ରୋଗୀ ଚିହ୍ନଟ ହୋଇଛନ୍ତି ।

Related posts

ସାରା ଦେଶର ପୁଲିସଙ୍କୁ ‘ୱାନ ନେସନ,ୱାନ ୟୁନିଫର୍ମର’ ପ୍ରସ୍ତାବ ଦେଲେ ମୋଦି

mahabharatanews

ସୋନିଆ ଓ ରାହୁଲଙ୍କୁ ଇଡି ଜାରି କଲା ନୋଟିସ

mahabharatanews

ଇଟାଲିର ମିଲାନ ସହରରେ ପ୍ରଚଣ୍ଡ ବିସ୍ଫୋରଣ

mahabharatanews