ଭାରତ

ସ୍ପେନର ବିମାନ ଦୁର୍ଘଟଣାଗ୍ରସ୍ତ

(ସ୍ପେନର) : ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ।  ସ୍ପେନର ରାଜଧାନୀ ମାଦ୍ରିଦଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ଜରଗୋଜା ଏୟାରବେସରେ ଏକ ଏଫ୍/ଏ-୧୮ ହର୍ନେଟ୍ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଏହାର ଏକ ଭିଡିଓ ଟ୍ୱିଟରରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁଯାୟୀ ,ସ୍ପେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍ କରି କହିଛି ଯେ ବିମାନର ପାଇଲଟ୍ ଦୁର୍ଘଟଣା ପୂର୍ବରୁ ବାହାରିଯାଇଥିଲେ ଓ  ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ଏବେ ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ।

Related posts

ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପାଇଁ ଆସିବ ନୂଆ ନିୟମ

mahabharatanews

ଚଳିତ ମାସରେ ଏୟାରଟେଲ୍ ଆରମ୍ଭ କରିବ ୫-ଜି ସେବା

mahabharatanews

କୁକୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ

mahabharatanews