ଭାରତ

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ

(ଦିଲ୍ଲୀ)  : ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଆପ୍‌ ନେତା ଏବଂ ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୋମବାର ଦିନ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସତ୍ୟେନ୍ଦ୍ରଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବର୍ତ୍ତମାନ ସ୍ପଷ୍ଟ ସୂଚନା ମିଳିନି ।

ସୂଚନାନୁଯାୟୀ , ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି ଜେଲ୍‌‌ରେ ତାଙ୍କ ଓଜନ ମଧ୍ୟ ୩୫ କିଲୋ କମିଯାଇଛି। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଗତ ସପ୍ତାହରେ ନୋଟିସ କରିଥି‌ଲେ।

 

Related posts

ଦୁନିଆର ସବୁଠାରୁ ଛୋଟ ମହିଳା ଦେଲେ ଭୋଟ

mahabharatanews

କମିଲା ଔଷଧ ଦାମ୍ , ମୂଳ ମୂଲ୍ୟ ଉପରେ ୭ ପ୍ରତିଶତ ଛାଡ କରିଲେ ଭାରତ ସରକାର

mahabharatanews

ଆଖି ବୁଜିଲା ଆଉ ଏକ ଚିତା

mahabharatanews