ବିଶ୍ୱ

ଗୁଜରାଟର ୭ ଜିଲ୍ଲାରେ ବନ୍ୟା ପରିସ୍ଥିତି

ଭାରତୀୟ ପାଣିପାଗ ବିଭାଗ ସବୁ ରାଜ୍ୟକୁ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ଗୁଜରାଟର କଥା କହିଲେ ଗତ ୩୦ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା କାରଣରୁ ୧୦ ଜଣଙ୍କର ଜୀବନ ଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିହାର ସମେତ ୧୩ ଟି ରାଜ୍ୟରେ ପ୍ରବଳ ବର୍ଷାର ଆଶଂକା କରାଯାଇଛି । ରାଜ୍ୟର ଜୁନାଗଡ, କଚ୍ଛ, ଜାମନଗର, ବଲସାଡ, ମେହସାଣା, ସୁରତ ଓ ନବସାରୀ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖା ଦେଇଛି । ଏଠାରେ ବାୟୁସେନା, ଏସଡିଆରଏଫ ତରଫରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

Related posts

ତୃତୀୟ ଥର ଚୀନର ରାଷ୍ଟ୍ରପତି ନିର୍ବାଚିତ ହେଲେ ସି ଜିନପିଙ୍ଗ

mahabharatanews

ଉପୁଡିଗଲା ମିଡିଲ ଷ୍ଟମ୍ପ ,ଅମ୍ପାୟର ଦେଲାନି ଆଉଟ

mahabharatanews

ଜାହାଜ ବୁଡ଼ି ୪ ମୃତ ,୫୧ ନିଖୋଜ

mahabharatanews