ଭାରତ

ଜାମ୍ମୁ କାଶ୍ମୀରରେ କାର ଦୁର୍ଘଟଣା: ୪ମୃତ୍ୟୁ,୫ ଆହତ

(ଜାମ୍ମୁ କାଶ୍ମୀର) : ଜାମ୍ମୁ କାଶ୍ମୀରର ରଜୌରୀରେ ଏକ ବଡ଼ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ କାର ଦୁର୍ଘଟଣାର ଶିକାର ହୋଇଛି । ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି ।

ସୂଚାନନାନୁଯାୟୀ , ତେବେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଜୌରୀ ମେଡିକାଲ୍ ଅଧୀକ୍ଷକ ହୁସେନ୍ ବଜର କହିଛନ୍ତି ଯେ ଆହତମାନଙ୍କୁ ସରକାରୀ ମେଡିକାଲ କଲେଜ ଏବଂ ଆସୋସିଏଟେଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା କରାଯାଉଛି । ବର୍ତ୍ତମାନ ଆହତଙ୍କ ଅବସ୍ଥା ସ୍ଥିର ରହିଛି ।

Related posts

ପରଲୋକରେ ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ବାପା ଖାଚେନ୍ଦ୍ର ସିଂ ।

mahabharatanews

ସସପେଣ୍ଡ ହେଲେ ଆଇଏଏସ ପୂଜା ସିଙ୍ଘଲ

mahabharatanews

ଚଳନ୍ତା ଟ୍ରେନରେ ଗୁଳିମାଡ଼ରେ ଗଲା ୪ ଜୀବନ 

mahabharatanews