ଭାରତ

ଗ୍ରେଟର ନୋଏଡା ଗାଲାକ୍ସି ପ୍ଲାଜା ବିଲ୍ଡିଂରେ ନିଆଁ

(ଗ୍ରେଟର ନୋଇଡା) : ଗାଲାକ୍ସି ପ୍ଲାଜା ବିଲ୍ଡିଂରେ ନିଆଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗ୍ରେଟର ନୋଏଡା ଠାରେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦଳ ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏଥିରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି  ।

ସୂଚନା ଅନୁଯାୟୀ, ଗୌର ସିଟି ୧ରେ ଥିବା ଗାଲାକ୍ସି ପ୍ଲାଜାର ତୃତୀୟ ମହଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଚନ୍ଦ୍ର ମିଶନରେ ଓଡିଶାର ପ୍ରମୁଖ ଭୂମିକା ବିଲ୍ଡିଂରେ ଫସି ରହିଥିବା କିଛି ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡ଼ୁଥିବା ଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଲୋକମାନେ ପାଟି କରି ତାଙ୍କୁ ଡେଇଁବାକୁ ପରାମର୍ଶ ଦେଇଥିଲେ । କିଛି ସମୟ ପରେ ସେ ତଳକୁ ଡେଇଁ ପଡ଼ିଥିଲେ । ସେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ବିଲ୍ଡିଂ ଭିତରେ ନିଆଁକୁ ଆୟତ୍ତ କରିବା ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା ।

Related posts

“ଜିତିବା ପାଇଁ ବ୍ୟାନର ଏବଂ ପ୍ରଚାରର ଆବଶ୍ୟକତା ନାହିଁ” ନିତିନ ଗଡକରୀ

mahabharatanews

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟର ଫୋଟ

mahabharatanews

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଯିବେ ଇସ୍ରୋର ଗଗନଯାତ୍ରୀ

mahabharatanews