ମନୋରଞ୍ଜନ

ଆସନ୍ତାକାଲି ରିଲିଜ ହେବ ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

(ମୁମ୍ବାଇ)  : ବଲିଉଡର ସୁପର କୁଲ୍ ଅଭିନେତା ବରୁଣ ଧୱନ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ । ନିଜର ଅଭିନୟ ମାଧ୍ୟମରେ ସେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି।  ଅଭିନେତ୍ରୀ ଜାହ୍ନବୀ କପୁରଓ ବରୁଣଙ୍କ ଓଟିଟି‌ ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓରେ  ଫିଲ୍ମ ବୱାଲରେ ନଜର ଆସିବେ । ଫିଲ୍ମଟି ଜୁଲାଇ ୨୧ରେ ରିଲିଜ୍ ହେବ ।

ସୂଚନାନୁଯାୟୀ , ଭାଇରାଲ ହେଉଥିବା ଫଟୋରେ ସେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କାନକୁ କାମୁଡ଼ି ଦେଉଥିବା ଦେଖାଯାଇଛି। ଏ ମଧ୍ୟରେ ସୋସିଆଲ ମିଡିଆରେ ବରୁଣ ଏବଂ ଜାହ୍ନବୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଫଟୋ ହେତୁ ସୋସିଆଲ ମିଡିଆରେ ‘ବୱାଲ’ ଅଭିନେତାଙ୍କୁ ଟ୍ରୋଲ କରାଯାଉଛି। ନାହିଁ।

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ

mahabharatanews

ଫିଲ୍ମ ‘ସାଲାର’ରେ ନଜର ଆସିବେ ପ୍ରଭାସଙ୍କ ସହ ଶୃତି ହାସଲ

mahabharatanews

ଅଭିନେତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର

mahabharatanews