ଭାରତ

ମଣିପୁର ଲଜ୍ୟା : ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

(ମଣିପୁର) :  ମଣିପୁର ଭାଇରାଲ ଭିଡିଓ ଘଟଣାରେ ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ   । ଏପର୍ଯ୍ୟନ୍ତ ୪ ଅଭିଯୁକ ଗିରଫ ହୋଇଥିବା ବେଳେ ସମସ୍ତେ ୧୧ ଦିନିଆ ରିମାଣ୍ତରେ ଯାଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ଅନ୍ୟପଟେ ଆଉ ୭ ଅଭିଯୁକ୍ତଙ୍କ ପରିଚୟ ମିଳିଥିବା ନେଇ ସୂଚନା ରହିଛି । ମଣିପୁର ବିଚ୍ ରାସ୍ତାରେ ୨ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାର ଭିଡିଓ ଭାଇରାଲ ହୋଇଥିଲଯାହା ସାରା ଦେଶ ପାଇଁ ଏକ ଲଜ୍ୟାଜନକ କଥା  । ହଜିଗଲା ମାନବିକତା । ବାରମ୍ବାର ମହିଳା ସବୁଠି ହେଉଛି ଅପମାନ । ଏଇ ସମାଜରେ ପୁରୁଷ ରୁପି ରାକ୍ଷସ ମହିଳାଙ୍କୁ ବଂଚିବାକୁ ଦେବ ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଣିପୁରରେ  ଘଟଣାଟି ହେଉଛି ଦୁଇ ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଯିବା ଓ ତା’ର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କେବଳ ସେତିକି ନୁହେ ଏଇ ନୃଶଂସ ରାକ୍ଷସ ଉଭୟ ମହିଳାଙ୍କୁ ଉଠାଇ ନେଇ ଏକ ପଡ଼ିଆରେ ଗଣଦୁଷ୍କର୍ମ କରିବା ପରେ ସେମାନଙ୍କୁ ଉଲ୍ଲଗ୍ନ କରି ରାସ୍ତା ଉପରେ ଚଳାଇ ଚଳାଇ ନେଉଛନ୍ତି। ଏହି ଭିଡିଓ ଭାଇରଲ ହେବ ପରେ ଭାଇରାଲ ହେବାପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିଛନ୍ତି।

Related posts

ହରିୟାଣାରେ ଆଜିଠୁ ଇଣ୍ଟରନେଟ ସେବା !

mahabharatanews

ପ୍ରାର୍ଥୀ ତାଲିକା ଘୋଷଣା କଲା ୱାଇଏସଆର କଂଗ୍ରେସ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୭୮୨ ସଂକ୍ରମିତ ଚିହ୍ନଟ

mahabharatanews