ଭାରତ

‘ହିମାଚଳରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ‘;  ମୁଖ୍ୟମନ୍ତ୍ରୀ

(ହିମାଂଚଳ) :  ଉତ୍ତର ଭାରତରେ ଦୁଇଟି ରାଜ୍ୟରେ ବର୍ଷା ବିତ୍ପାତ ହୋଇଛି। ବିଶେଷ କରି ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ବିପର୍ଯ୍ୟୟ ଆଣିଛି। ବର୍ଷା ଓ ଅଚାନକ ବନ୍ୟାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୨୦ରୁ ଅଧିକ ‌ଲୋକ ଏବେ ବି ନିଖୋଜ ଅଛନ୍ତି।

ସୂଚନାନୁଯାୟୀ , sସର୍ବାଧିକ ଜୀବନହାନୀ। ମୁଖ୍ୟମନ୍ତ୍ରୀ ଆଜି ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଶିମ୍‌ଲାରେ ଏକ ଜରୁରୀ ବୈଠକ କରିଥିବାବେଳେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଏଭଳି ବିପତ୍ତି ସମୟରେ ଆସନ୍ତାକାଲି ସ୍ବାଧୀନତା ଦିବସ ଅବସରରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହିମାଚଳ ବର୍ଷା ଏବଂ ବନ୍ୟାରେ ଲୋକଙ୍କ ମୃତ୍ୟୁ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ପ୍ରକାଶ କରିଛନ୍ତି।

Related posts

ହିଜାବ ବିବାଦ ମାମଲା: ତ୍ୱରିତ ଶୁଣାଣି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

mahabharatanews

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା; ମୃତ୍ୟୁ ସଂଖ୍ୟା ୫୨

mahabharatanews

ସେପ୍ଟେମ୍ବର ୨ରେ ଲଞ୍ଚ ହେବ ‘ଆଦିତ୍ୟ ଏଲ-୧’

mahabharatanews