ଓଡିଶା

ଘନେଇବାରେ ଲାଗିଛି ଡେଙ୍ଗୁ;  ସଂକ୍ରମଣ ସଂଖ୍ୟା ୩ ହଜାର ପାର୍ 

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ  ।  ଏହି ସମୟରେ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ସଂଖ୍ୟା ୩ ହଜାର ପାର୍ କରିଥିବା ବେଳେ ପ୍ରଶାସନ ଓ ଲୋକଙ୍କ ଚିନ୍ତା ଥମିବାର ନା ନେଉନି

ସୂଚନାନୁଯାୟୀ , ଅଗଷ୍ଟ ୨୭  ସୁଦ୍ଧା ରାଜ୍ୟରେ ମୋଟ ୩୦୬୯  ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଚିହ୍ନଟ ମୋଟ୍ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୧୪୦୯ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୩୨୪  ଜଣ, କଟକରୁ ୨୭୮ , ବାଲେଶ୍ୱରରୁ ୨୭୭ , ଜଗତସିଂହପୁରରୁ ୧୭୩  ଓ ନୟାଗଡ଼ରୁ ୧୧୬  ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ହଟସ୍ପଟ୍ ପାଲଟିଛି ଭୁବନେଶ୍ୱର । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୁବନେଶ୍ୱରର ।

Related posts

୧୨ଟା ପର୍ଯ୍ୟନ୍ତ  ଗୃହ ମୁଲତବୀ 

mahabharatanews

ପୁଣି ଥରେ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ

mahabharatanews

ସାଇବର ଥାନା ପୋଲିସ ହାତରେ ସାଇବର ଠକ

mahabharatanews