ବିଶ୍ୱ

ସାମୁଦ୍ରିକ ଝଡ଼ ‘ଡାଲିଏଲ୍’ର କରାଳ ରୂପ, ୨ହଜାର ଲୋକ ମୃତ୍ୟୁ 

(ଉତ୍ତର ଆଫ୍ରିକା):  ଉତ୍ତର ଆଫ୍ରିକା ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ଡାଲିଏଲ୍’ ର କରାଳ ରୂପ  । ପ୍ରବଳ ବର୍ଷା ଯୋଗୁଁ ଉପୁଜିଲା ବନ୍ୟା ସ୍ଥିତି । ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏପରିକି ଏପର୍ଯ୍ୟନ୍ତ ଘର ଭାଙ୍ଗିଯିବା ସହ ପାଣି ପସିଯିବା କାରଣରୁ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

ସୂଚନାନୁଯାୟୀ , ଲିବିଆରେ ପ୍ରଧାନମନ୍ତ୍ରୀ ତିନି ଦିନ ଶୋକ ଘୋଷଣା କରିଛନ୍ତି । ଏହି ଅବଧି ମଧ୍ୟରେ ସାରା ଦେଶରେ ପତାକା ଅଧା ନଇଁ ରହିବା ନେଇ ସୂଚନା ରହିଛି । ବର୍ତ୍ତମାନ ଲିବିଆର ସ୍ଥିତି ଭୟାଭୟ ରହିଛି । ଜଳମଗ୍ନ କାର, ଭୁଶୁଡ଼ି ପଡ଼ିଥିବା ଘର ଏବଂ ରାସ୍ତାରେ ଜଳ ପ୍ରବାହିତ ହେଉଥିବାର ସୋସିଆଲ ମିଡିଆରେ  ଘୁରି ବୁଲୁଛି ।

Related posts

ଆଜି ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ଚାଲିଛି ମତଦାନ

mahabharatanews

ବିଶ୍ୱ ଧନୀ ତାଲିକାରେ ଆଦାନୀଙ୍କ ପ୍ରଭାବ

mahabharatanews

ଖୁବ୍ ଶୀଘ୍ର ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ, ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ

mahabharatanews