ଭାରତ

ଆଜି ‘One Nation  , One Election’ କମିଟିର ପ୍ରଥମ ବୈଠକ

(ଦିଲ୍ଲୀ) :  ଆଜି ବିଧିବଦ୍ଧ ଭାବେ ‘One Nation, One Election’ କମିଟିର ପ୍ରଥମ ବୈଠକ ବସିବା ପାଇଁ ଯାଉଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧ୍ୟକ୍ଷତାରେ ଦିଲ୍ଲୀରେ ଅନୁଷ୍ଠିତ ହେବ  । ଏହି ସଭାରେ ପରବର୍ତ୍ତୀ ରୋଡମ୍ୟାପ ଉପରେ ଆଲୋଚନା କରାଯାଇପାରେ । ଏକ ସମୟରେ ଲୋକସଭା ଓ ବିଧାନସଭାର ନିର୍ବାଚନ କରିବା ପାଇଁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ବିଚାର କରିବା ପାଇଁ ଏହି ବୈଠକରେ ହେବ ଆଲୋଚନ ।

ସୂଚନାନୁଯାୟୀ, ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକ ସମୟରେ କରାଇବାଇ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ଏହି କମିଟି ପାଖରେ ସମସ୍ତ ନିର୍ବାଚନର ଡାଟା ରହିବ । ଯାହାର ଅଧ୍ୟକ୍ଷ ହେଉଛନ୍ତି ରାମନାଥ କୋବିନ୍ଦ ।

Related posts

ସଭାପତି ପଦର ଦାୟୀତ୍ୱ ନେଲେ ଖଡଗେ

mahabharatanews

ଚାଷୀ ଆନ୍ଦୋଳନ; ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ 

mahabharatanews

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନ

mahabharatanews