ଭାରତ

 ୫ ହାଇବ୍ରିଡ୍‌’ ଆତଙ୍କବାଦୀ ଗିରଫ

(ଜମ୍ମୁକାଶ୍ମୀର) :  ୨ଟି ଆତଙ୍କବାଦୀ ସହଯୋଗୀ ସଙ୍ଗଠନ ଠାବ କରିବା ପରେ ରବିବାର ଦିନ କୁଲ୍‌ଗାମ ପୁଲିସ ଜମ୍ମୁ ଓ କଶ୍ମୀରରେ ୫ଜଣ ‘ହାଇବ୍ରିଡ୍‌’ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ଆଦିଲ୍‌ ହୁସେନ୍‌ ୱାନି, ସୁହୈଲ୍‌ ଅହମଦ୍‌ ଦର୍‌, ଏତ୍‌ମାଦ୍ ଅହମଦ୍‌ ଲାୱେ, ମେହରାଜ ଅହମଦ୍‌ ଲୋନି ଓ ସବ୍‌ଜର୍‌ ଅହମଦ୍‌ ଖାର୍‌। ଆତଙ୍କବାଦୀ ସଂଗଠନ ‘ଲଶ୍କର୍‌-ଏ-ତୈବା’ ସହିତ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ଏହି ଅଭିଯାନରେ ଉଦ୍ଧାର କରାଯାଇଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ଅଛି ୨ଟି ପିସ୍ତଲ୍‌, ୩ଟି ଗ୍ରେନେଡ୍‌ , ଗୋଟିଏ ୟୁବିଜିଏଲ୍‌ ଓ ଅନ୍ୟାନ୍ୟ ଆଗ୍ନେୟାସ୍ତ୍ର।

Related posts

କେଦାରନାଥରେ ୩୪ କୋଟିର ପ୍ରକଳ୍ପ ଉଦ୍ଘାଟନ କଲେ ମୋଦି

mahabharatanews

ଆଖି ପିଛୁଳାକେ ଟାର୍ଗେଟକୁ ଧ୍ବଂସ କରିବ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର

mahabharatanews

ହ୍ୱାଟସପରେ ବିକଶିତ ଭାରତ ବାର୍ତ୍ତା ବନ୍ଦ କରିବାକୁ କମିଶନଙ୍କ ନିର୍ଦେଶ  

mahabharatanews