ଭାରତ

ପାର୍ବତୀ କୁଣ୍ତରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

(ଉତ୍ତରାଖଣ୍ତ) : ଆଜି ଉତ୍ତରାଖଣ୍ତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ପିଥୋରାଗଡରେ ପହଞ୍ଚିବା ପରେ ପାର୍ବତୀ କୁଣ୍ତରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ରହ୍ମକମଳ ଦେଇ ମାତା ପର୍ବତୀ ଏବଂ ଭଗବାନ ଶିବଙ୍କର ପୂଜା କରିଛନ୍ତି । ଏହାପରେ ମୋଦି ଡମ୍ବରୁ ବଜାଇ ଆଳତୀ କରିଥିଲେ ।

ସୂଚନାନୁଯାୟୀ , ଉତ୍ତରପ୍ରଦେଶକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲେଖିଛନ୍ତି ଯେ, ଉତ୍ତରାଖଣ୍ଡର ଲୋକଙ୍କ କଲ୍ୟାଣ ତଥା ରାଜ୍ୟର ଦ୍ରୁତ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ। ଏହାକୁ ଆଗକୁ ବଢାଇବା ପାଇଁ ଆଜି ମୁଁ ପିଥୋରାଗଡ଼ରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବି । ଏଠାରେ ଗୁଞ୍ଜୀ ଗାଁର ଲୋକଙ୍କ ସହ ଯୋଗାଯୋଗ କରିବାର ଏକ ସୁଯୋଗ ମଧ୍ୟ ମିଳିବ ।

Related posts

ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବାକୁ ପ୍ରସ୍ତୁତ ଭାରତ 

mahabharatanews

ଆଉ ୩୦ ସଂକ୍ରମିତ ଚିହ୍ନଟ ପରେଜିକା ଭାଇରସର ସଂକ୍ରମଣ ୬୬କୁ ବୃଦ୍ଧି

mahabharatanews

ମିଜୋରାମରେ ବାତ୍ୟାଜନିତ ଲଗାଣ ବର୍ଷା

mahabharatanews