ଭାରତ

ଆଜି ଗଗନୟାନ ପରୀକ୍ଷଣ 

(ଦିଲ୍ଲୀ) : ISRO ଗଗନୟାନ ପରୀକ୍ଷଣ ପାଇଁ ଏହାର ପ୍ରସ୍ତୁତି ଶେଷ କରିଛି । ଆଜି ସକାଳୁ ଆନ୍ଧ୍ରପ୍ରଦଶ ସ୍ଥିତ ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରେ ଏହାର ପ୍ରଥମ ପ୍ରରୀକ୍ଷଣ କରାଯିବ । ଏହି ପରୀକ୍ଷଣଟି ୯ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ତେବେ ISRO ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅଧୀନରେ ଏହି ପରୀକ୍ଷା କରୁଛି, ଯେଉଁଥି ପାଇଁ କେନ୍ଦ୍ର ସରକାର ୯,୦୦୦  କୋଟି ଟଙ୍କା ପ୍ରୋତ୍ସାହନ ଦେଇଛନ୍ତି।

ସୂଚାନନୱାଜୟୀ ,  ଆଜି ଗଗନଯାନ ମିଶନର ଅଂଶ ଭାବେ ‘କ୍ରିଉ ମଡ୍ୟୁଲ’ ପରୀକ୍ଷା କରାଯିବ । ସକାଳ  ଏହି ପରୀକ୍ଷା କରାଯିବ । ସକାଳ ୭.୩୦ ମିନିଟରୁ ଇସ୍ରୋ ପକ୍ଷରୁ ଲାଇଭ୍ କରାଯାଇଛି । କ୍ରିଉ ମଡ୍ୟୁଲ ଯେଉଁଥିରେ ତିନି ଜଣ ମଣିଷ ମହାକଶକୁ ଯିବା ପାଇଁ ନିର୍ମାଣ କରାଯାଇଛି । ତେବେ ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହେବ ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବ । ୨୦୨୫ ସୁଦ୍ଧା ମହାକାଶକୁ ମାନବ ପଠାଇବାକୁ ଇସ୍ରୋର ରହିଛି ଲକ୍ଷ୍ୟ ।

Related posts

୬୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ

mahabharatanews

ମୋର ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟ ନଥିଲା… ଗୁଜୁରାଟୀଙ୍କ ଉପରେ ବିବାଦୀୟ ବୟାନ ପାଇଁ କ୍ଷମା ମାଗିଛନ୍ତି ଖାର୍ଗେ

mahabharatanews

ବିଜେପି ସଭାପତି ଜେପି ନଡ୍ଡା ଏବଂ ଅମିତ ମାଲଭିଅଙ୍କ ବିରୋଧରେ ଥାନାରେ ଏତଲା

mahabharatanews