ମନୋରଞ୍ଜନ

ଫିଲ୍ମ ‘ଆନିମଲ୍‌’ ଠୁ ଅଧିକା ଚର୍ଚାରେ ରଣବୀରଙ୍କ ପରି ଫିଗର୍‌

(ମୁମ୍ବାଇ) :  ରଣବୀର କପୁର ଫିଲ୍ମ ‘ଆନିମଲ୍‌’ ଲାଇଟ ଲାଇମରେ ରହିଛି  । ଚଳଚ୍ଚିତ୍ରରେ ତାଙ୍କର ଅଭିନୟ, ଶରୀରର ଅଙ୍ଗଭଙ୍ଗୀ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଚଳଚ୍ଚିତ୍ରରେ କିଛି ଦୃଶ୍ୟ ଅଛି ଯେଉଁଥିରେ ରଣବୀରଙ୍କ ଲୁକ୍ ଦେଖି ସମସ୍ତେ ଚକିତ ହୋଇଛନ୍ତି।

ଆପଣ ଜାଣନ୍ତି କି,   ଆସନ୍ତୁ ଜାଣିବା ରଣବୀରଙ୍କୁ ତାଙ୍କ ବିଶାଳକାୟ ଶରୀର ପାଇଁ କ’ଣ କରିବାକୁ ପଡ଼ିିଥିଲା। ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ‘ଆନିମଲ୍‌ରେ’ରେ ଅଭିନୟ ପାଇଁ ରଣବୀର କପୁର ଅତୁଳନୀୟ ପ୍ରଶଂସା ଗ୍ରହଣ କରୁଛନ୍ତି। କେବଳ ତାଙ୍କର ଅଭିନୟ ନୁହେଁ, ତାଙ୍କର ଲମ୍ବା କେଶ ଶୈଳୀ ଏବଂ ଶକ୍ତିଶାଳୀ ଶରୀରକୁ ବହୁତ ପ୍ରଶଂସା କରାଯାଉଛି। ଏବେ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟ‌ରେ ରଣବୀରଙ୍କ ପରି ଫିଗର୍‌ ବନାଇବାର ନିଶା ସୃଷ୍ଟି ହୋଇଛି।

Related posts

ବିରୁସ୍କାଙ୍କୁ ମିଳିଲା ନିମନ୍ତ୍ରଣ ପତ୍ର

mahabharatanews

୧୪ରେ ରିଲିଜ ହେବ କଙ୍ଗନାଙ୍କ ‘ଏମରଜେନ୍ସି’

mahabharatanews

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ

mahabharatanews