ଭାରତ

ଆଜି ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିନ

(ଦିଲ୍ଲୀ) : ଆଜି ବର୍ଷୀୟାନ୍‌ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିନ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଲେଖିଛନ୍ତି: ଜନ୍ମଦିନରେ ସୋନିଆ ଗାନ୍ଧୀଜୀଙ୍କୁ ଆନ୍ତରିକ ଶୁଭେଚ୍ଛା। ତାଙ୍କର ଜୀବନ ଦୀର୍ଘ ଓ ନିରାମୟ ହେଉ।

ସୂଚନାନୁଯାୟୀ , କେ. ସି. ବେଣୁଗୋପାଳ କହିଛନ୍ତି, ତାଙ୍କ ଜୀବନଯାତ୍ରା ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଅତି ଦୁଃସମୟରେ ଅସାଧାରଣ ସମନ୍ବୟ ରକ୍ଷା କରି ସେ କଂଗ୍ରେସକୁ ଚଳାଇଛନ୍ତି। ସେ ହେଉଛନ୍ତି ସମସ୍ତଙ୍କର ମଙ୍ଗଳ କରିଥିବା ଏବଂ ଦେଶର ଦ୍ରୁତ ଅଭିବୃଦ୍ଧି କରାଇଥିବା ‘ଉପା’ ସରକାର ବିନ୍ଧାଣୀ।

Related posts

ନଗ୍ନ ଫଟୋସୁଟ୍‌ କଲେ ନକୁଲ ମେହେତା

mahabharatanews

ବିଦେଶୀ ଫଣ୍ଡିଂରେ ଗଡବଡ ନେଇ ବିବିସି ବିରୋଧରେ ଇଡିର ଆକ୍ସନ

mahabharatanews

ଆଜି ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ ; ଚଣ୍ଡିଗଡ଼ର ସୁଖ୍ନା ଲେକରେ ହେଉଛି ଏୟାର ସୋ

mahabharatanews