ଭାରତ

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ଘର ନିଲାମ

(ଦିଲ୍ଲୀ) : ଚର୍ଚ୍ଚାରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ଘର  । ଦାଉଦ ଇବ୍ରାହିମର ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ପୈତୃକ ଘର ଶୁକ୍ରବାର ନିଲାମ ହେବ । ସ୍ମଗଲର୍ସ ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମାନିପୁଲେଟର୍ସ ଅଥରିଟି ଏହି ନିଷ୍ପତ୍ତି ନେଇଛି । ନିଲାମ ପାଇଁ ଏହାର ରିଜର୍ଭ ପ୍ରାଇସ୍ ମାତ୍ର ୧୯ ଲକ୍ଷ ଟଙ୍କା ରଖାଯାଇଛି ।

ସୂଚନାନୁଯାୟୀ , ପୂର୍ବରୁ ଅଣ୍ଡରୱାର୍ଲଡ ଡନ୍‌ଙ୍କ ଜନ୍ମସ୍ଥାନ ସମେତ ୩ଟି ସମ୍ପତ୍ତି ପାଇଁ ଆଇନଜୀବୀ ତଥା ଶିବସେନାର ପୂର୍ବତନ ସଦସ୍ୟ ଅଜୟ ଶ୍ରୀବାସ୍ତବ ସଫଳ ବିଡର ଥିଲେ । ତେବେ ଆଇନଗତ କାରଣରୁ ଉକ୍ତ ନିଲାମ ଅଟକି ରହିଥିଲା । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ସମ୍ପତ୍ତି କିଣିବାକୁ କେତେ ଲୋକ ଆସିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଜଣେ ବ୍ୟକ୍ତି ଯିଏ ନିଲାମ ଟେଣ୍ଡର ଭରିବା ପାଇଁ ନିଶ୍ଚିତ ଆସିବେ ।

 

Related posts

ସିଡିରୁ ଖସି ଲାଲୁ ଯାଦବ ଗୁରୁତର

mahabharatanews

ଦିଲ୍ଲୀ ସରକାର ରାଜଧାନୀର ପ୍ରଶାସନିକ ଢାଞ୍ଚାର ଏକ ବଡ଼ ପରିବର୍ତ୍ତନ ଯୋଜନା କରୁଛନ୍ତି

mahabharatanews

ୱାୟାନାଡରେ ରାହୁଲଙ୍କ ରୋଡ୍ ସୋ

mahabharatanews